ଗାଧୋଇବା ବେଳେ ପାଣିରେ ବୁଡି ଦୁଇ ହାଇସ୍କୁଲ ଛାତ୍ର ମୃତ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର-ଆନନ୍ଦପୁର ମୁଖ୍ୟ କେନାଲରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଭାସିଯାଇ ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି। ହିମାଂଶୁଙ୍କ ମୃତଦେହକୁ ୧ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିବା ବେଳେ ୩ଘଣ୍ଟା ପରେ ମାନସଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ମାନସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପନ୍ଦାଡ଼ ଗାଁର ପଦ୍ମନାଭ ଦାସଙ୍କ ପୁଅ ୧୦ମ ଶ୍ରେଣୀର ଛାତ୍ର … Continue reading ଗାଧୋଇବା ବେଳେ ପାଣିରେ ବୁଡି ଦୁଇ ହାଇସ୍କୁଲ ଛାତ୍ର ମୃତ